STORYMIRROR

ସମ୍ପର୍କ...

ସମ୍ପର୍କ ସେତେବେଳ ପର୍ଯ୍ୟନ୍ତ ଭଲ ଥାଏ, ଯେତେ ପର୍ଯ୍ୟନ୍ତ ସେଥିରେ ସ୍ୱାର୍ଥ ଲୁଚି ରହିଥାଏ| ସ୍ୱାର୍ଥ ସରିଗଲା ପରେ......... କାହିଁକି କେଜାଣି ସେଇ ସମ୍ପର୍କ ବୋଝ ହେଇଯାଏ | @ନିରୁପମା

By Nirupama Giri
 126