STORYMIRROR
ଶିଶୁ...
ଶିଶୁ ବୋଲି ମତେ...
ଶିଶୁ ବୋଲି...
“
ଶିଶୁ ବୋଲି ମତେ ଭାବିବନି ଊଣା
ମନରେ ଅଛି ମୋର ବହୁତ ଭାବନା
ଆଜିର ମୁଁ ଶିଶୁ କାଲିର ଭବିଷ୍ୟତ
ମନରେ ରଖିଛି କେତେ ଦୃଢ ବିଶ୍ବାସ
ମୁଁ ଅଟେ ଆମ ଦେଶର ଯୁବଶକ୍ତି
ମୋ ବିନା ନାହିଁ ଦେଶର ପ୍ରଗତି ।
# ଡଃ ଝରଣା ଶତପଥୀ
”
145
More oriya quote from Dr Jharana Satapathy
Similar oriya quote from Abstract
Download StoryMirror App