STORYMIRROR
ଶିଶୁ ଅଟେ ପରା...
ଶିଶୁ ଅଟେ ପରା...
ଶିଶୁ ଅଟେ...
“
ଶିଶୁ ଅଟେ ପରା ମାଟିର ପିଣ୍ଡୁଳା
ଭଲ କୁମ୍ଭାରଟି ଲୋଡ଼ା
ଭଲ କୁମ୍ଭାରଟି ମିଳିଲେ ଜୀବନେ
ନିଶ୍ଚୟ ଚଢ଼ିବ ଘୋଡା l
*ସୁକାନ୍ତି ହୋତା*
”
70
More oriya quote from Sukanti Hotta
Similar oriya quote from Abstract
Download StoryMirror App