ବନ୍ଧୁ ବାନ୍ଧିଦେଲି ରାକ୍ଷୀ ଦେଇକରି ରଖିବ ରାକ୍ଷୀର ମାନ ଦେଇ ଭଗ୍ନୀ ଆସନ l
ଆଶା ରଖି ଉଡିବାକୁ ଚେଷ୍ଟା କରିବା ସମୟରେ କୁରାଢ଼ୀ ଧରି ମୂଳ କାଟିଦେଲେ ମନ ଉଧେଇବା ପାଇଁ ସମୟ ଦରକାର *ସୁକାନ୍ତି ହୋତା*
ଡାକ୍ତର ହିଁ ରୋଗୀଙ୍କ ପାଇଁ ଭଗବାନ l
*ସୁକାନ୍ତି ହୋତା*
ସତ ଲୁଚେଇଲେ ହଜାର ମିଛ କହିବାକୁ ପଡେ l
*ସୁକାନ୍ତି ହୋତା*
ଯୋଗ କରି ଆମେ ଫିଟ ରହିବା
ରୋଗ କବଳରୁ ମୁକ୍ତି ପାଇବା
*ସୁକାନ୍ତି ହୋତା*
ଜୀବନ ସଙ୍ଗୀତର ଆଦି ଅନ୍ତ ଖୋଜି ପାଇବା ବହୁତ କଷ୍ଟ l
*ସୁକାନ୍ତି ହୋତା*
କରୋନା କବଳେ କବଳିତ ହୋଇ ସବୁଠାରୁ ଶ୍ରେଷ୍ଠ ବୁଦ୍ଧିମାନ ମଣିଷ ବୁଧିଶୂନ୍ୟ ହୋଇଯାଇଛି l
*ସୁକାନ୍ତି ହୋତା*
ବଣଭୋଜି ରେ ଖାଇବାର ଖୁସି ଠାରୁ ବନ୍ଧୁ ମିଳନର ଖୁସିରେ ସମସ୍ତେ ଆନନ୍ଦ ନିଅନ୍ତି
*ସୁକାନ୍ତି ହୋତା*
ସାହିତ୍ୟର ଉନ୍ନତି ସାଧନା ଦ୍ୱାରା ସମ୍ଭବ l
*ସୁକାନ୍ତି ହୋତା*