Sukanti Hotta
Literary Brigadier
AUTHOR OF THE YEAR 2019 - NOMINEE

826
Posts
215
Followers
5
Following

Loves Writing and Reading

Share with friends
Earned badges
See all

ବନ୍ଧୁ ବାନ୍ଧିଦେଲି ରାକ୍ଷୀ ଦେଇକରି ରଖିବ ରାକ୍ଷୀର ମାନ ଦେଇ ଭଗ୍ନୀ ଆସନ l

ଆଶା ରଖି ଉଡିବାକୁ ଚେଷ୍ଟା କରିବା ସମୟରେ କୁରାଢ଼ୀ ଧରି ମୂଳ କାଟିଦେଲେ ମନ ଉଧେଇବା ପାଇଁ ସମୟ ଦରକାର *ସୁକାନ୍ତି ହୋତା*

ଡାକ୍ତର ହିଁ ରୋଗୀଙ୍କ ପାଇଁ ଭଗବାନ l *ସୁକାନ୍ତି ହୋତା*

ସତ ଲୁଚେଇଲେ ହଜାର ମିଛ କହିବାକୁ ପଡେ l *ସୁକାନ୍ତି ହୋତା*

ଯୋଗ କରି ଆମେ ଫିଟ ରହିବା ରୋଗ କବଳରୁ ମୁକ୍ତି ପାଇବା *ସୁକାନ୍ତି ହୋତା*

ଜୀବନ ସଙ୍ଗୀତର ଆଦି ଅନ୍ତ ଖୋଜି ପାଇବା ବହୁତ କଷ୍ଟ l *ସୁକାନ୍ତି ହୋତା*

କରୋନା କବଳେ କବଳିତ ହୋଇ ସବୁଠାରୁ ଶ୍ରେଷ୍ଠ ବୁଦ୍ଧିମାନ ମଣିଷ ବୁଧିଶୂନ୍ୟ ହୋଇଯାଇଛି l *ସୁକାନ୍ତି ହୋତା*

ବଣଭୋଜି ରେ ଖାଇବାର ଖୁସି ଠାରୁ ବନ୍ଧୁ ମିଳନର ଖୁସିରେ ସମସ୍ତେ ଆନନ୍ଦ ନିଅନ୍ତି *ସୁକାନ୍ତି ହୋତା*

ସାହିତ୍ୟର ଉନ୍ନତି ସାଧନା ଦ୍ୱାରା ସମ୍ଭବ l *ସୁକାନ୍ତି ହୋତା*


Feed

Library

Write

Notification
Profile