STORYMIRROR
ଶିକ୍ଷିତ ହେଉ...
ଶିକ୍ଷିତ ହେଉ...
ଶିକ୍ଷିତ ହେଉ...
“
ଶିକ୍ଷିତ ହେଉ କିମ୍ବା ଅଶିକ୍ଷିତ
ଧନୀ ହେଉ କିମ୍ବା ଗରିବ
ଜନ୍ମ ଦାତ୍ରୀ ହେଉ କିମ୍ବା ପାଳନକାରି
ମା' ସବୁବେଳେ ମାଆ
ସିଏ କେହି ବି ହୋଇପାରେ
ତାର କୌଣସି ବିକଳ୍ପ ନାହିଁ ।
”
127
More oriya quote from Dr Jharana Satapathy
Similar oriya quote from Abstract
Download StoryMirror App