STORYMIRROR
ଶିକ୍ଷା...
ଶିକ୍ଷା ମଣିଷକୁ...
ଶିକ୍ଷା...
“
ଶିକ୍ଷା ମଣିଷକୁ ସଦ୍ ମାର୍ଗ ଦେଖାଏ
ଶିକ୍ଷା ଜୀବନକୁ ମୁକ୍ତି ପ୍ରଦାନ କରେ
ଶିକ୍ଷା ଦ୍ୱାରା ସମାଜରେ ପରିବର୍ତ୍ତନ ଘଟେ
ଶିକ୍ଷା ହିଁ ଅସମ୍ଭବକୁ ସମ୍ଭବ କରିପାରେ
ତେଣୁ ଶିକ୍ଷା ହିଁ ଯୁଗେ ଯୁଗେ ସାର
ଚିରନ୍ତନ, ଚିର ଅମର ଓ ଶ୍ରେୟସ୍କର ।।
- ଜିତେନ୍ଦ୍ର ସେଠ
”
74
More oriya quote from Jitendra Seth
Similar oriya quote from Abstract
Download StoryMirror App