Jitendra Seth
Literary Colonel
AUTHOR OF THE YEAR 2021 - NOMINEE

69
ପୋଷ୍ଟସ୍
47
ଅନୁସରଣକାରୀ
0
ଅନୁସରଣ କରୁଛନ୍ତି

Script writer & Lyricist in Ollywood Industry

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ

ପ୍ରେମ, ସମ୍ପର୍କ ଓ ବନ୍ଧୁତା ସବୁ ସ୍ଥାନରେ ସହଜରେ ମିଳିଯାଏ କିନ୍ତୁ ମଣିଷ ସେଇଠି ଅଟକି ଯାଏ ଯେଉଁଠି ଥାଏ ଟିକେ ଆଦର ଓ ଟିକେ ଶ୍ରଦ୍ଧା ।

ଯାହା ପାଖରେ ଅନ୍ୟକୁ ନିଜର କରିବାର କଳା ରହିଛି ସିଏ ସମସ୍ତଙ୍କୁ ଆପଣାର କରିପାରେ ।

ଧନ ହିଁ ମଣିଷର ଔଦ୍ଧତ୍ୟର କାରଣ ଅଟେ । - ଜିତେନ୍ଦ୍ର ସେଠ

ଶିକ୍ଷା ମଣିଷକୁ ସଦ୍ ମାର୍ଗ ଦେଖାଏ ଶିକ୍ଷା ଜୀବନକୁ ମୁକ୍ତି ପ୍ରଦାନ କରେ ଶିକ୍ଷା ଦ୍ୱାରା ସମାଜରେ ପରିବର୍ତ୍ତନ ଘଟେ ଶିକ୍ଷା ହିଁ ଅସମ୍ଭବକୁ ସମ୍ଭବ କରିପାରେ ତେଣୁ ଶିକ୍ଷା ହିଁ ଯୁଗେ ଯୁଗେ ସାର ଚିରନ୍ତନ, ଚିର ଅମର ଓ ଶ୍ରେୟସ୍କର ।। - ଜିତେନ୍ଦ୍ର ସେଠ

ସତ୍ ଶିକ୍ଷା ବିନା ମଣିଷ ମୃତ ଅଟେ । - ଜିତେନ୍ଦ୍ର ସେଠ

ହେ ଖାଦ୍ୟକୁ ଫୋପାଡୁଥିବା ମଣିଷ ମାନେ !!! ଥରେ ଯାଇ ବୁଝି ଦେଖ ରାସ୍ତା କଡ଼ରେ ପଡ଼ିରହିଥିବା ସେଇ ଭୋକିଲା ପେଟକୁ... ସିଏ ବୁଝେଇ ଦେବ ଖାଦ୍ୟର ମାନେ କ'ଣ ??? - ଜିତେନ୍ଦ୍ର ସେଠ

ଯଦି ତୁମେ କାହାକୁ ଖାଇବାକୁ ଦେଇ ନ ପାରୁଛ ତେବେ କାହାର ଖାଇବା ଥାଳିରେ ଧୂଳି ଦିଅ ନାହିଁ । - ଜିତେନ୍ଦ୍ର ସେଠ

ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରି ସମାଜର ମଙ୍ଗଳ କାମନା କରିବା ସାମାଜିକ ମାଧ୍ୟମର ଲକ୍ଷଣ ହେବା ଉଚିତ୍ । - ଜିତେନ୍ଦ୍ର ସେଠ

ସମୟ ଓ ସମାଜ ଉଭୟେ ପରିବର୍ତ୍ତନଶୀଳ ତେଣୁ ସମସ୍ତ ପରିସ୍ଥତି ସହ ଖାପ ଖୁଆଇ ଚାଲିବା ବର୍ତ୍ତମାନ ପାଇଁ ବୁଦ୍ଧିମାନିର ପରିଚୟ ଅଟେ । - ଜିତେନ୍ଦ୍ର ସେଠ


ଫିଡ଼୍

ଲାଇବ୍ରେରୀ

ଲେଖନ୍ତୁ

ସୂଚନା
ପ୍ରୋଫାଇଲ୍