Jitendra Seth
Literary Colonel
AUTHOR OF THE YEAR 2021 - NOMINEE

72
Posts
47
Followers
0
Following

Script writer & Lyricist in Ollywood Industry

Share with friends
Earned badges
See all

କିଛି ଲୋକ ଜୀବନରେ ଆସନ୍ତି କେବଳ କଷ୍ଟ ଦେବା ପାଇଁ... @jitendra_seth

ଯେଉଁଠି ଶବ୍ଦ ହାରିଯାଏ ସେଠାରେ ନୀରବତା ହିଁ ଏକ ମାତ୍ର ବିକଳ୍ପ । କାହାକୁ ଜବାବ ଦେବାର ଆବଶ୍ୟକତା ନାହିଁ କାରଣ ସମୟ କେବେ କାହା ପାଖରେ ଧାରୁଆ ହୋଇ ରହେ ନାହିଁ । @jitendra_seth

ଯେଉଁମାନେ ଆପଣଙ୍କର ସମ୍ମାନ ଓ ଉଦାର ଭାବନାକୁ ବୁଝିପାରୁ ନାହାନ୍ତି, ତାହେଲେ ଆପଣ ତାଙ୍କ ଠାରୁ ଦୂରେଇ ଯିବା ଭଲ ।

ପ୍ରେମ, ସମ୍ପର୍କ ଓ ବନ୍ଧୁତା ସବୁ ସ୍ଥାନରେ ସହଜରେ ମିଳିଯାଏ କିନ୍ତୁ ମଣିଷ ସେଇଠି ଅଟକି ଯାଏ ଯେଉଁଠି ଥାଏ ଟିକେ ଆଦର ଓ ଟିକେ ଶ୍ରଦ୍ଧା ।

ଯାହା ପାଖରେ ଅନ୍ୟକୁ ନିଜର କରିବାର କଳା ରହିଛି ସିଏ ସମସ୍ତଙ୍କୁ ଆପଣାର କରିପାରେ ।

ଧନ ହିଁ ମଣିଷର ଔଦ୍ଧତ୍ୟର କାରଣ ଅଟେ । - ଜିତେନ୍ଦ୍ର ସେଠ

ଶିକ୍ଷା ମଣିଷକୁ ସଦ୍ ମାର୍ଗ ଦେଖାଏ ଶିକ୍ଷା ଜୀବନକୁ ମୁକ୍ତି ପ୍ରଦାନ କରେ ଶିକ୍ଷା ଦ୍ୱାରା ସମାଜରେ ପରିବର୍ତ୍ତନ ଘଟେ ଶିକ୍ଷା ହିଁ ଅସମ୍ଭବକୁ ସମ୍ଭବ କରିପାରେ ତେଣୁ ଶିକ୍ଷା ହିଁ ଯୁଗେ ଯୁଗେ ସାର ଚିରନ୍ତନ, ଚିର ଅମର ଓ ଶ୍ରେୟସ୍କର ।। - ଜିତେନ୍ଦ୍ର ସେଠ

ସତ୍ ଶିକ୍ଷା ବିନା ମଣିଷ ମୃତ ଅଟେ । - ଜିତେନ୍ଦ୍ର ସେଠ

ହେ ଖାଦ୍ୟକୁ ଫୋପାଡୁଥିବା ମଣିଷ ମାନେ !!! ଥରେ ଯାଇ ବୁଝି ଦେଖ ରାସ୍ତା କଡ଼ରେ ପଡ଼ିରହିଥିବା ସେଇ ଭୋକିଲା ପେଟକୁ... ସିଏ ବୁଝେଇ ଦେବ ଖାଦ୍ୟର ମାନେ କ'ଣ ??? - ଜିତେନ୍ଦ୍ର ସେଠ


Feed

Library

Write

Notification
Profile