STORYMIRROR

ସେଥିପାଇଁ...

ସେଥିପାଇଁ ବୋଧେ ଟାଣିଦେଇ ତୁମେ ଯବନିକା ପ୍ରେମ ପାଇଁ ସଯାଇଛ ଲକ୍ଷ୍ମଣ ରେଖା, ମହଙ୍ଗା ନୁହେଁ ସେ ଭାବ , କି ନୁହେଁ ସେ କୃଷ୍ଣ ରଙ୍ଗ, ସାତ ରଙ୍ଗ ଠାରୁ ନିବୃତ ସେ ଭାବ ର ରଙ୍ଗ ଫଗୁଣରେ ହୁରୀ ପଡେ ଯେ ଲିଭେନା କେବେ ସେ ମନ ରୁ ଦାଗ।।

By Sarita Senapati
 51


More oriya quote from Sarita Senapati
0 Likes   0 Comments
1 Likes   0 Comments
0 Likes   0 Comments
7 Likes   0 Comments
18 Likes   0 Comments

Similar oriya quote from Abstract