STORYMIRROR

ଯିଏ ଦିନେ...

ଯିଏ ଦିନେ ଖୋଜୁଥିଲା ସାଗରର ନିରୀହ ଠିକଣା, ସେ ଆଜି ବହୁଛି କେତେ ଠିକଣାର ନଈ ଟିଏ ହେଇ, ଯିଏ ଦିନେ ବୁଝୋଉଥିଲା ଜୀବନ ବକ୍ଷର ଯନ୍ତ୍ରଣା ସେ ଆଜି ନୀରବ ମାନସାଙ୍କ କୁ ବୁଝପାରୁନାହିଁ ।

By Sarita Senapati
 16


More oriya quote from Sarita Senapati
0 Likes   0 Comments
1 Likes   0 Comments
0 Likes   0 Comments
7 Likes   0 Comments
18 Likes   0 Comments