STORYMIRROR

ସବୁଠୁ ନିଆରା...

ସବୁଠୁ ନିଆରା ମୋ ରାଇଜ ନିଆରା ତା ଐତିହ୍ୟ ପରମ୍ପରା.... ସ୍ୱର୍ଗ ଲୋଡା ନାହିଁ ମୋତେ ବିରାଜିତ ସ୍ୱର୍ଗ, ଯା'ର ପାଣି ପବନ ସାରା.... ସବୁ ଜନମେ ଜନମୁ ଥିବି ତା'ଧୂଳି ବୋଲି ମୋ ଦେହ ସାରା... ତା ମାଟି ଖାଲି ମାଟି ନୁହେଁ ସେଇତ ଖାଣ୍ଟି ହୀରା..... *ଧର୍ମେନ୍ଦ୍ର ଚୁହାନ

By Dharmendra Chuhan
 62


More oriya quote from Dharmendra Chuhan
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract