STORYMIRROR
ଚୁଳି ଫୁଙ୍କୁ...
ଚୁଳି ଫୁଙ୍କୁ...
ଚୁଳି ଫୁଙ୍କୁ...
“
ଚୁଳି ଫୁଙ୍କୁ ଫୁଙ୍କୁ ବୋଉ ଆଖିର ଲୁହ ଯେବେ ତାୱ। ଓଦା କରେ .... ଧୂଆଁଳିଆ ଦଦରା ଚକୁଳି ଖଣ୍ଡେ ମୁଁ ପାଟିରେ ଦଉ ଦଉ ଚକୁଳି ଓଦା ହୋଇ ଫେସକି ପଡେ ମୋ ଆଖିର ଲୁହରେ.... ସେତେବେଳେ ବୋଉର କୋହଭରା କଣ୍ଠରୁ ଖସି ଆସେ ଭଗବାନ ଏମିତି ଗରିବ ଜୀବନ କାହାକୁ ଦେବୁନି....
(ଧର୍ମେନ୍ଦ୍ର ଚୁହାନ)
”
104
More oriya quote from Dharmendra Chuhan
Similar oriya quote from Abstract
Download StoryMirror App