STORYMIRROR

ସବୁ ସମ୍ପର୍କ...

ସବୁ ସମ୍ପର୍କ ରେ ଛଳନା ନଥାଏ କି ସବୁ ସମ୍ପର୍କରେ ପ୍ରେମ ବି ନଥାଏ। ଛଳନା ସେଠାରେ ଥାଏ ଯେଉଁଠି ସ୍ୱାର୍ଥ ଥାଏ ଆଉ ପ୍ରେମ ସେଇଠି ଥାଏ ଯେଉଁଠି ଯେଉଁଠି ସ୍ୱାର୍ଥର ବାଲି କଣା ବି ନଥାଏ

By Sarojini Behera
 386


More oriya quote from Sarojini Behera
1 Likes   0 Comments
1 Likes   0 Comments
2 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Abstract