STORYMIRROR

ସ୍ୱାସ୍ଥ୍ୟ...

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସୁସ୍ଥ ଥିଲେ ମଣିଷ କିଛି କରିପାରିବ। ତେଣୁ ଆମକୁ ଦେହରୁପକ ମନ୍ଦିର ର ଯତ୍ନ ନେବାକୁ ହେବ। ବ୍ୟାୟମ ଓ ଯୋଗ ଦ୍ୱାରା ଶରୀର ସୁସ୍ଥ ରହିପାରିବ। ମାନସିକ ସୁସ୍ଥତା ପାଇଁ ଆମକୁ ପ୍ରାଣୟlମ କରିବା ଆବଶ୍ୟକ। ଭଲ ଖାଦ୍ୟ ,ଭଲ ନିଦ ,ଭଲ ବାତାବରଣ ରେ ରହିଲେ ଲୋକ ନିରୋଗ ଓ ସୁଖି ରହିପାରିବ। ଲେଖିକା ରୀତା ଅପରାଜିତl ମହାନ୍ତି ପାରି

By Reeta aparajeeta Mohanty
 498


More oriya quote from Reeta aparajeeta Mohanty
0 Likes   0 Comments
16 Likes   0 Comments
11 Likes   0 Comments
17 Likes   0 Comments
27 Likes   0 Comments

Similar oriya quote from Abstract