STORYMIRROR
ସ୍ୱପ୍ନ ...
ସ୍ୱପ୍ନ ...
ସ୍ୱପ୍ନ ...
“
ସ୍ୱପ୍ନ
ମଧ୍ୟାହ୍ନ ଭୋଜନ ସାରି ଟିଭି ଦେଖୁ ଦେଖୁ ନିଦ ଆସିଗଲା ବିନୀକୁ । ସେ ଟିଭିଟା ଅପ୍ କରି ନିଘୋଡ ନିଦରେ ଶୋଇ ପଡିଲା । ସ୍ୱପ୍ନରେ ଦେଖିଲା –“ ତା’ ଶାଶୁ ମୁଣ୍ଡ ପାଖରେ ବସି କହୁଛନ୍ତି - ଆଲୋ ମା’, ତୁ କାହିଁକି ଡରୁଛୁ ? ଆମେ ପରା ତୋ ପାଖରେ ଅଛୁ । ତୋ’ର କିଛି ହେବନି ବୁଝିଲୁ ।”
”
57
More oriya quote from Aminilu Ray
Similar oriya quote from Abstract
Download StoryMirror App