STORYMIRROR
ସ୍ୱାସ୍ଥ...
ସ୍ୱାସ୍ଥ୍ୟ ହିଁ...
ସ୍ୱାସ୍ଥ୍ୟ...
“
ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସୁସ୍ଥ ଥିଲେ ମଣିଷ କିଛି କରିପାରିବ। ତେଣୁ ଆମକୁ ଦେହରୁପକ ମନ୍ଦିର ର ଯତ୍ନ ନେବାକୁ ହେବ। ବ୍ୟାୟମ ଓ ଯୋଗ ଦ୍ୱାରା ଶରୀର ସୁସ୍ଥ ରହିପାରିବ। ମାନସିକ ସୁସ୍ଥତା ପାଇଁ ଆମକୁ ପ୍ରାଣୟlମ କରିବା ଆବଶ୍ୟକ। ଭଲ ଖାଦ୍ୟ ,ଭଲ ନିଦ ,ଭଲ ବାତାବରଣ ରେ ରହିଲେ ଲୋକ ନିରୋଗ ଓ ସୁଖି ରହିପାରିବ। ଲେଖିକା ରୀତା ଅପରାଜିତl ମହାନ୍ତି
ପାରି
”
498
More oriya quote from Reeta aparajeeta Mohanty
Similar oriya quote from Abstract
Download StoryMirror App