STORYMIRROR

ରବି ର ତେଜ...

ରବି ର ତେଜ ଠାରୁ ବଳି ଚନ୍ଦ୍ର ର ଶୀତଲତା ରୁ ବଳି ସାଗର ର ଗଭୀରତା ରୁ ବଳି ଆକାଶ ର ପ୍ରଶସ୍ତତା ଠୁ ବଳି ଧରିଥରି ଠୁ ମଧ୍ୟ ଭାରି ହୃଦୟ ର ଯଦି କୀଏ ଅଛି ସେ ଅଟେ ମା ରୁଦ୍ର ନାରାୟଣ

By Rudra Narayan
 196