STORYMIRROR
ପ୍ରତ୍ୟେ...
ପ୍ରତ୍ୟେକ ମଣିଷ...
ପ୍ରତ୍ୟେକ...
“
ପ୍ରତ୍ୟେକ ମଣିଷ ସ୍ୱପ୍ନ ଦେଖିବା ଉଚିତ। ସ୍ୱପ୍ନ ଦେଖିଲେ ହିଁ ତା ପୁରା କରିବାର ଇଚ୍ଛା ଆସେ। ତାହା ମଣିଷର ଗତିପଥ ବଦଳେଇ ଦିଏ। ଆମେ ସମସ୍ତେ ନୂଆ ଆଶାର ସ୍ୱପ୍ନ ଦେଖୁବା।ତାହେଲେ ହୁଏତ ଆମ ସମସ୍ତଙ୍କ ଜୀବନ ଧାରା ବଦଳେଇ ଦେବ। ଲେଖିକା ରୀତା ଅପରାଜିତl ମହାନ୍ତି
”
116
More oriya quote from Reeta aparajeeta Mohanty
Similar oriya quote from Abstract
Download StoryMirror App