STORYMIRROR

ପଞ୍ଚଭୂତେ...

ପଞ୍ଚଭୂତେ ଗଢ଼ା ଏ ଶରୀର ପ୍ରକୃତି ଭରିଲା ପରାଣ ପ୍ରାଣ ପାଇ କରଜ ନ ଶୁଝି ପ୍ରକୃତିକୁ କଲି ଛାରଖାର। ସତେ କେଡ଼େ ସ୍ବାର୍ଥି ମଣିଷ ଜାଣୁଜାଣୁ ଜଗତକୁ କଲି ବିଷାକ୍ତ ଆଜି ଭୀତମନ ହୋଇ ଚକିତ କହେ ବେଳୁ ପ୍ରକୃତିିକୁ କର ଅମୃତ। 🌳🌳🌱ଅନ୍ନପୂର୍ଣ୍ଣା ଭଟ୍ଟ🌳🌳🌱

By Annapurna Bhatta
 134


More oriya quote from Annapurna Bhatta
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Abstract