STORYMIRROR
ନିଜେ...
ନିଜେ ଦୁଃଖରେ ରହି...
ନିଜେ ଦୁଃଖରେ...
“
ନିଜେ ଦୁଃଖରେ ରହି ପିଲାକୁ ମଣିଷ କରିଵା ପାଇଁ
ବାପା, ମାଆ କେତେ ଖର୍ଚ୍ଚ କରିଦିଅନ୍ତି । ତାର ହିସାଵ ସେ
କେଵେବି ରଖିନାହାଁନ୍ତି । ସେଇ ପିଲା ଟି ମଣିଷ ହେଇଗଲା ପରେ
ଵାପା, ମାଆ ପାଇଁ ହେଉଥିବା ଖର୍ଚ୍ଚ ପ୍ରତିଦିନ ହିସାଵ ରଖେ ।ଯେ ପର୍ଯ୍ୟନ୍ତ ଵାପା ନ' ହେଇଛ ଵୁଝିପାରିଵନି ବାପା-ମାଆଙ୍କର ମହତ୍ଵ କଣ ?
”
272
More oriya quote from Santosh Samal
Similar oriya quote from Abstract
Download StoryMirror App