STORYMIRROR

ମୁଁ ମନ...

ମୁଁ ମନ ଖୁସିରେ ଉଡିବି ଆମ ଗର୍ବ ଗୌରବର ଜାତୀୟ ପତାକାକୁ ଧରି ଜାମ୍ମୁ କାଶ୍ମୀର ଲଦାଖ ମାଟିରେ ମୋ ଭାଈ ଭଉଣୀ ମାନଙ୍କ ସହ ମିଶି ତ୍ରିରଙ୍ଗା ତଳେ ନତମସ୍ତକ ହୋଇ ଭାରତ ମାତାର ମାଟିକୁ ମୁଣ୍ଡ ରେ ଲଗାଇବି ଓ ଦୀର୍ଘ ସତୁରିବର୍ଷ ପରେ ସ୍ୱାଧୀନତାର ସ୍ୱାଦ ଚାଖିଥିବା ମାଆ ବାପା ଭାଈ ଭଉଣୀଙ୍କ ସହ ନାଚିବି l

By Sukanti Hotta
 225


More oriya quote from Sukanti Hotta
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract