STORYMIRROR
ମୁଁ...
ମୁଁ ଏଠାରେ ଅଛି...
ମୁଁ ଏଠାରେ...
“
ମୁଁ ଏଠାରେ ଅଛି କଳାପଟା ପରି
ଆସିବ କି କେବେ ତୁମେ କୁହ
ନାଲି ରଂଗର ତୂଳୀ ଧରି
ମହକି ଉଠିବ ଦେହ-ମନ
ଫୁଲ ଫଗୁଣରେ
ଆୟୁଧ କାଳ ମୋ'
ଧାପେ ଆଲୁଅରେ ........
-: ଶିବ ପ୍ରସାଦ ତ୍ରିପାଠୀ :-
”
208
More oriya quote from Dr. Shiba Prasad Tripathy
Similar oriya quote from Abstract
Download StoryMirror App