STORYMIRROR
ମୃତ୍ୟୁ...
ମୃତ୍ୟୁ ତୁମେ ମୋର...
ମୃତ୍ୟୁ ତୁମେ...
“
ମୃତ୍ୟୁ ତୁମେ ମୋର ଅତି ଭଲ ବନ୍ଧୁ। ତାହେଲେ କାହିଁକି ଆସୁନ ମୋ ଘର ଠିକଣା ଖୋଜି ଖୋଜି।ମୁଁ ଜାଣେ ତୁମେ ବନ୍ଧୁ ପରି ବନ୍ଧୁ। ମୋ ଆଖି କ୍ଲାନ୍ତ ହେବା ଆଗରୁ ଆସିବ
କହିବ ଆସ ବନ୍ଧୁ ସେ ଦୁନିଆରେ ଘେରାଏ ବୁଲିଆସିବା
କଣ ଅଛି ଏ ଦୁନିଆରେ ରୋଗ ଶୋକ ଯନ୍ତ୍ରଣା ଛଡା। ଲେଖିକା ରୀତା ଅପରାଜିତା ମହାନ୍ତି
”
119
More oriya quote from Reeta aparajeeta Mohanty
Similar oriya quote from Abstract
Download StoryMirror App