STORYMIRROR

ମୋର ପାଟି ନ...

ମୋର ପାଟି ନ ଫିଟିଲେ ବି, ମୁଁ କହିପାରେ ମୋ ମନ କଥା.. ମୁଁ ଡାଳପତ୍ର ମେଲେଇ, ଫୁଲଫଳରେ ଲଦି ହୋଇ ଗଲେ, ତୁମେ ଶୁଣି ପାର,ମୁଁ କହୁଛି "ମୁଁ ଭଲରେ ଅଛି"........... ।।ଈତି।। ପାଦପ

By Basanti Parida
 86


More oriya quote from Basanti Parida
0 Likes   0 Comments
0 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract