STORYMIRROR
ମୋ'...
ମୋ' ସାମ୍ନାରେ...
ମୋ'...
“
ମୋ' ସାମ୍ନାରେ ଦୁଇଟି ପାଦ ଚିହ୍ନ
ଚିହ୍ନା ଓ ଅଚିହ୍ନା ମଣିଷର
ଯେଉଁଠାରେ ଗଦା ଗଦା ନୀଳନିଶ୍ଚିତତା
ନିବିଡ଼ ଆଲିଙ୍ଗନର ନୀଳଶିଖା
ଅଂଗରେ ଅଂଗରେ ମୋର ଭରିଯାଏ
ଚନ୍ଦ୍ରମୟ ଆଲୋକ ଆଡକୁ ପାଦ ବଢୁଥାଏ ....
-: ଡଃ ଶିବ ପ୍ରସାଦ ତ୍ରିପାଠୀ :-
”
173
More oriya quote from Dr. Shiba Prasad Tripathy
Similar oriya quote from Abstract
Download StoryMirror App