STORYMIRROR

ମୋ ଓଠ କରିନି...

“ ମୋ ଓଠ କରିନି ଶବ୍ଦ ଉତ୍ପତ୍ତି। ତୁମ ଆଖି ଦେଲା ମୌନ ସମ୍ମତି ।। ତଥାପି, ତଥାପି ଓଠ କୁ ଦେଇ କଷଣ ସ୍ୱୀକାର ମୋର ପ୍ରେମ ନିବେଦନ।।। ତୁମ ଓଠରୁ ଚୁମ୍ବନ ପାଇ ସେ ବାଣୀ ଧନ୍ୟ ହେଉ ସିଏ,ମୋ ହୃଦ ରାଣୀ ”

By Sasmita Sahoo
 116


More oriya quote from Sasmita Sahoo
10 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Abstract