STORYMIRROR

ମୋ ଓଠ କରିନି...

ମୋ ଓଠ କରିନି ଶବ୍ଦ ଉତ୍ପତ୍ତି। ତୁମ ଆଖି ଦେଲା ମୌନ ସମ୍ମତି ।। ତଥାପି, ତଥାପି ଓଠ କୁ ଦେଇ କଷଣ ସ୍ୱୀକାର ମୋର ପ୍ରେମ ନିବେଦନ।।। ତୁମ ଓଠରୁ ଚୁମ୍ବନ ପାଇ ସେ ବାଣୀ ଧନ୍ୟ ହେଉ ସିଏ,ମୋ ହୃଦ ରାଣୀ

By Sasmita Sahoo
 113


More oriya quote from Sasmita Sahoo
10 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Abstract