STORYMIRROR
ମନରୁ ଅହଂଭାବ...
ମନରୁ ଅହଂଭାବ...
ମନରୁ ଅହଂଭାବ...
“
ମନରୁ ଅହଂଭାବ ଦୂରେଇ, ହୃଦୟରେ ଦୁଃଖ ନ ରଖି,ମାନ ଅଭିମାନ ନ କରି ପରସ୍ପର ଭୁଲ ନ ଧରି ,ହୃଦୟକୁ କୋମଳ କରି ମଧୂର ବଚନ କହି, ଵିଵେକକୁ ଆଘାତ ନ ଦେଇ, ପର ଆପଣାର ନ ଭାବି ,ଜାତି ଅଜାତି ନ ଦେଖି, ବଣ୍ଣବୈଷମରୁ ଦୂରେଇ ନେଇ ଭଲପାଇବାର ଧାରା ଅଜସ୍ର ଅଜାଡି ଦେଇ ପ୍ରେମ ଢାଳିଦିୟ ମା ସମସ୍ତଙ୍କ ହୃଦୟରେ ହେ କରୁଣାମୟୀ ମାଆ ତୁମକୁ ଏ ଅକିଞ୍ଚନ ନିବେଦନ ଵିଜୟା ଦଶମୀ ରେ ।
ଡଃ ଝରଣା ଶତପଥୀ
”
202
More oriya quote from Dr Jharana Satapathy
Similar oriya quote from Abstract
Download StoryMirror App