STORYMIRROR

ମନକୁ ତୋଷିବି...

ମନକୁ ତୋଷିବି ଚକୋଲେଟ ଦେବି ଖୁସି ହେବ କାଳେ ସିଏ ଜାଣିଥାଅ ସର୍ବେ କହୁଛି କଥାଟି ମୋ ମନକୁ ମୋହି ନିଏ ଆଜିର ଦିନରେ ବରଷା କରିବି ଚକୋଲେଟ ମାଳ ମାଳ ଦେଖିବ ମୋ ମିତ ଗାଇବ ସଂଗୀତ ପ୍ରେମରେ ହୋଇବ ଭୋଳ

By Manash Ranjan Pattanaik
 49