STORYMIRROR
ମିତ...
ମିତ ଲୋ;
ତୁ ଛାଇଛୁ...
ମିତ ଲୋ;
ତୁ...
“
ମିତ ଲୋ;
ତୁ ଛାଇଛୁ ମୋ ଜୀବନ ଆକାଶେ ହୋଇ ଇନ୍ଦ୍ରଧନୁ
ମୋତେ ଶିଖାଇଛୁ କେମିତି ଉଡିବି ମେଘକୁ ଛୁଇଁ
ଡେଣାରେ ଭରିଛୁ ଅସିମ ଶକ୍ତି ଆଖିରେ ଦେଇଛୁ
ସ୍ୱପ୍ନ ଅସୁମାରୀ ଜୀବନ ରାସ୍ତା ରେ ଚାଲିବା ପାଇଁ
ଗୋଟେ ଗାମୁଛା ହୋଇ
ଆ ଆମେ କରିବା ଜୀବନ ଓ ସଂସାର ସଉଦା
କାହାକୁ କେ କେବେ ଭୁଲିବା ନାଇଁ।
”
92
More oriya quote from Satyabati Swain
Similar oriya quote from Abstract
Download StoryMirror App