STORYMIRROR

ମୋର ହୃଦୟର...

ମୋର ହୃଦୟର ଇଛା ଏତିକି ଯେ ସମସ୍ତଙ୍କୁ ଅମାପ ସ୍ନେହ ବନ୍ଧନରେ ବାନ୍ଧି ମନରୁ ରାଗ,ହିଂସା,କ୍ରୋଧ,ଅହଂଭାବ ପରିତ୍ୟାଗ କରି ସୁଖଦୁଃଖରେ ସାମିଲ ହୋଇ, ଏ ଶରୀର ତ୍ୟାଗ ପର୍ଯ୍ୟନ୍ତ କିଛି ପରୋପକାର ସେବାବୃତ୍ତି ନେଇ , ସମସ୍ତଙ୍କର ମଙ୍ଗଳ ମନାସି ଏ ଦେଶ ଏବଂଜାତି ପାଇଁ କିଛି କର୍ତ୍ତବ୍ୟ ସଂପାଦନ କରି ଜୀବନ ଚାଲିଯାଉ। ଡଃ ଝରଣା ଶତପଥୀ

By Dr Jharana Satapathy
 164


More oriya quote from Dr Jharana Satapathy
17 Likes   0 Comments
19 Likes   0 Comments
26 Likes   0 Comments
32 Likes   0 Comments
13 Likes   0 Comments

Similar oriya quote from Abstract