STORYMIRROR
ମୋବାଇଲ ଆଗରେ...
ମୋବାଇଲ ଆଗରେ...
ମୋବାଇଲ...
“
ମୋବାଇଲ ଆଗରେ ଘଣ୍ଟା ଙ୍ଘଣ୍ଟା ମୁଣ୍ଡ ନୁଆଁଇ ଅଯଥାରେ ସମୟ ଅପବ୍ୟୟ କରିବା ଅପେକ୍ଷା ନିଜର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମୁଣ୍ଡନୂଆଁଇ ପ୍ରତିଦିନ ଗୋଟିଏ ପ୍ରଣାମ କରିବା ତାଠାରୁ ଅଧିକ ଶ୍ରେୟସ୍କର ଅଟେ।ମୋବାଇଲର ନକାରାତ୍ମାକ ପ୍ରଭାବ ଶରୀର ଉପରେ ଜଳଦି ପଡିଥାଏ କିନ୍ତୁ ଗୁରୁଜନମାନଙ୍କର ଆଶିର୍ବାଦ ସଦାଵେଳେ ମଥା ଉପରେ ରହିଥାଏ।
ଡଃ ଝରଣା ଶତପଥୀ
”
135
More oriya quote from Dr Jharana Satapathy
Similar oriya quote from Abstract
Download StoryMirror App