STORYMIRROR
ମାଆ ,ଏ ହାତରେ...
ମାଆ ,ଏ ହାତରେ...
ମାଆ ,ଏ...
“
ମାଆ ,ଏ ହାତରେ ଦିନେ ଧରେଇ ଦେଇଥିଲୁ ସାଧା କାଗଜ ଓ ସାହି ଭରା କଲମ ଟିଏ ।
ଆଜି କେମିତି ବା ଭୁଲି ପାରିବି ଏତେ ସହଜରେ ସେଇ କଲମକୁ । ଯେଉଁ କଳମକୁ ମୁଁ ମୋ ନିଜର କରି ନେଇଛି ଏ ଜୀବନର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ । ମୋ କଲମରୁ ଧ୍ରୁବ ଚରଣ ମହାନ୍ତି
”
154
More oriya quote from Dhruba Mohanty
Similar oriya quote from Abstract
Download StoryMirror App