STORYMIRROR
ଧର୍ମ...
ଧର୍ମ ବରିତୁ କର୍ମ...
ଧର୍ମ ବରିତୁ...
“
ଧର୍ମ ବରିତୁ କର୍ମ କରିତୁ
ଆଗେଇ ଯିବୁ
ତୋ ଉପରେ ଆମ
ଆଶିଷ କୋଟି
ଉଡ଼ି ଯାରେ ପାରା
ବହୁ ଦୂର ଆଜି
ନୀଳ ଆକାଶର
ନିଳୀମା କାଟି !!!
କବି:
ଧ୍ରୁବ ଚରଣ ମହାନ୍ତି
”
133
More oriya quote from Dhruba Mohanty
Similar oriya quote from Abstract
Download StoryMirror App