STORYMIRROR

ମା ବାପା ଙ୍କ...

ମା ବାପା ଙ୍କ ପ୍ରେମ ରଙ୍ଗ ସବୁଠାରୁ ଗାଢ଼। ସେମାନେ ମୋ ପାଇଁ ଚଳନ୍ତି ଈଶ୍ୱର । ତାଙ୍କ ତ୍ୟାଗର ତୁଳନା ନାହିଁ। ମା ସ୍ନେହ ଧରଣୀ ଠାରୁ ବଡ଼। ବାପାଙ୍କ ହୃଦୟ ସାଗରଠୁ ବେଶୀ ବିଶାଳ।

By Reeta aparajeeta Mohanty
 119


More oriya quote from Reeta aparajeeta Mohanty
0 Likes   0 Comments
16 Likes   0 Comments
11 Likes   0 Comments
17 Likes   0 Comments
27 Likes   0 Comments

Similar oriya quote from Abstract