STORYMIRROR
କୁହୁଡ଼ି...
କୁହୁଡ଼ିର ଚାଦର...
କୁହୁଡ଼ିର...
“
କୁହୁଡ଼ିର ଚାଦର ଭିତରୁ ସକାଳର ସୂର୍ଯ୍ୟ ଭଳି ଝଟକି ଉଠଇ,
ଶତଶତ ମିଥ୍ଯାର ଭିଡରେ ସ୍ବକୀୟ ଆଲୋକରେ ଉଦ୍ଭାସିତ ହୋଇ,
ଲ୍ଲଚାଇ ପାରେନା ଯା'କୁ ଛଳନାର ଅସ୍ତ୍ର,
ସ୍ବର୍ଗ, ମର୍ତ୍ତ୍ୟ, ପାତାଳରେ ନିୟତ ବିସ୍ତୃତ
ଏ ସୃଷ୍ଟି ରେ ତାହା ହିଁ ତ ଚିରନ୍ତନ ସତ୍ୟ।
**** **** ***(ସସ୍ମିତା )
”
49
More oriya quote from Sasmita Choudhury
Similar oriya quote from Abstract
Download StoryMirror App