STORYMIRROR

କୁହୁଡ଼ିର...

କୁହୁଡ଼ିର ଚାଦର ଭିତରୁ ସକାଳର ସୂର୍ଯ୍ୟ ଭଳି ଝଟକି ଉଠଇ, ଶତଶତ ମିଥ୍ଯାର ଭିଡରେ ସ୍ବକୀୟ ଆଲୋକରେ ଉଦ୍ଭାସିତ ହୋଇ, ‍ ଲ୍ଲଚାଇ ପାରେନା ଯା'କୁ ଛଳନାର ଅସ୍ତ୍ର, ସ୍ବର୍ଗ, ମର୍ତ୍ତ୍ୟ, ପାତାଳରେ ନିୟତ ବିସ୍ତୃତ ଏ ସୃଷ୍ଟି ରେ ତାହା ହିଁ ତ ଚିରନ୍ତନ ସତ୍ୟ। **** **** ***(ସସ୍ମିତା )

By Sasmita Choudhury
 49


More oriya quote from Sasmita Choudhury
1 Likes   0 Comments
1 Likes   2 Comments
2 Likes   0 Comments
2 Likes   3 Comments
1 Likes   0 Comments

Similar oriya quote from Abstract