STORYMIRROR
...
କ୍ଷମତା...
...
“
କ୍ଷମତା : ଦେଶର !
ଅଧିକାର- ସମ୍ବିଧାନର
ମୋହର- ସମ୍ମୋହନର
ଆଦର୍ଶ ଚରିତ୍ରର ।
କ୍ଷମତା : ସମାଜର !
ଚିରାଚରିତ ଜୀବନର
ସୁଖ-ଦୁଃଖ ,ହାନି-ଲାଭ
ପାପ ଓ ପୂଣ୍ୟର ।
-: ଡଃ ଶିବ ପ୍ରସାଦ ତ୍ରିପାଠୀ :-
”
110
More oriya quote from Dr. Shiba Prasad Tripathy
Similar oriya quote from Abstract
Download StoryMirror App