STORYMIRROR
କ୍ରୋଧ...
କ୍ରୋଧ ଅଟେ ମାନବର...
କ୍ରୋଧ ଅଟେ...
“
କ୍ରୋଧ ଅଟେ ମାନବର
ପରମ ବଇରୀ,
ନାଶ କରେ କୋମଳତା
ଧୈର୍ଯ୍ୟର ପାଚେରୀ।
କ୍ରୋଧ ବେଳେ ନିଅ ନାହିଁ
କୌଣସି ନିଷ୍ପତ୍ତି,
କ୍ରୋଧ ହିଁ ତ ଟାଣିଦିଏ
ସଂପର୍କରେ "ଇତି"।
*****************
#ସସ୍ମିତା ଚୌଧୁରୀ
ତା 28/12 /2019
”
65
More oriya quote from Sasmita Choudhury
Similar oriya quote from Abstract
Download StoryMirror App