STORYMIRROR
...
...
...
“
କି ଦେଖଇ ନେତ୍ର ଆହା ଚଉପାଶେ ମୋର ,
କେଉଁଠି ଉତ୍ତୁଙ୍ଗ ପର୍ବତମାଳା ଛୁଏଁ ଯେ ଆକାଶ ,
ପର୍ବତ ପାଦ ଦେଶେ ଫୁଲର ସମ୍ଭାର, ପ୍ରକୃତିର ଦେଖି ଏଇ ରୂପ ଗନ୍ତାଘର,
ଚକିତ ହୃଦୟ ଭାବେ ବସି ,ଏ କି ଲୀଳା ପରମାତ୍ମାଙ୍କ ର ! !
”
38
More oriya quote from Kalyani Nanda
Similar oriya quote from Abstract
Download StoryMirror App