STORYMIRROR
ଭଗବାନ...
ଭଗବାନ ସଦା ସର୍ବଦା...
ଭଗବାନ ସଦା...
“
ଭଗବାନ ସଦା ସର୍ବଦା ଭକ୍ତର ଦାସ,
ଭକ୍ତି, ପ୍ରେମ,ବିଶ୍ବାସ,ରେ ଈଶ୍ବର ହୁଅନ୍ତି ବଶ,
ଯା ଅନ୍ତରେ ଥାଏ ପର ପାଇଁ ପ୍ରେମ,ସ୍ନେହ,
ମୁଖେ ଥାଏ ସଦା ମଧୁର ବଚନ,
ଅସହାୟ ପାଇଁ ସହାୟତାର ହାତ ସଦା ଥାଏ ଯାର,
ଭଗବାନଙ୍କ କୃପା ଲଭଇ ସିଏ କାଳ କାଳ।
”
309
More oriya quote from Kalyani Nanda
Download StoryMirror App