STORYMIRROR
ଖାଦ୍ଯ ଅଟଇ ଆମ...
ଖାଦ୍ଯ ଅଟଇ ଆମ...
ଖାଦ୍ଯ ଅଟଇ...
“
ଖାଦ୍ଯ ଅଟଇ ଆମ ଜୀବନ
ତାକୁ ଆମେ ତ' ଦେବା ସମ୍ମାନ ା
ଖାଇବା ଆମେ ତାଜା ପରିବା
ନିଜକୁ ଆମେ ନିରୋଗ ରଖିବା ା
ଆମେ ରଖିବା ନିଜକୁ ସୁସ୍ଥ
ରୋଗ ଠାରୁ ରହିବା ମୁକ୍ତ ାା
ସୁସ୍ଥ ସମାଜ ସୁସ୍ଥ ପରିବେଶ
ଗଠନ କରିବା କରି ଗଣବେଶ ା
”
257
More oriya quote from BANITA SAHU
Similar oriya quote from Abstract
Download StoryMirror App