I'm BANITA and I love to read StoryMirror contents.
Share with friends
ସଠିକ୍ ପୋଷଣ ଆହାର କରିବା ଯେବେ ନିଜକୁ ସୁସ୍ଥ ରଖିପାରିବା ତେବେ । ଘର ତିଆରି ଖାଦ୍ୟ ଖାଇବା ଅସୁସ୍ଥତା ରୁ ମୁକ୍ତି ପାଇବା।
ଜୀବନଟା ଗୋଟେ ପାଣି ଫୋଟକା ତେଣୁ ଏହି ମୁହୂର୍ତ୍ତ ଟି କିପରି ଅତି ସୁନ୍ଦର ଭାବେ ଖୁସିରେ ଅତିବାହିତ ହେବ ସେଥିପାଇଁ ପ୍ରତି ଟି ସମୟ ଆମ ପାଇଁ ମୂଲ୍ୟବାନ ଭାବିବା ଉଚିତ
ନିଜ କର୍ମ ଠିକ୍ କରିଚାଲ ଅନ୍ଯର ମନ୍ଦ ପାଞ୍ଚନାହିଁ ା କର୍ତ୍ତବ୍ଯରେ ହେଳା କରନାହିଁ ଦେଖିବ ଭଗବାନ ନିଶ୍ଚୟ ତୁମର ମଙ୍ଗଳ କରିବେ ା
ଜୀବନ ହିଁ ଗୋଟିଏ ଚ୍ଚଳଚିତ୍ର ଅଟେ ା ଜନ୍ମ ଠାରୁ ମ୍ଠତ୍ଯୁ ପର୍ଯ୍ଯନ୍ତ ବିତିଯାଇଥିବା ସମୟ କୌଣସି ଚ୍ଚଳଚିତ୍ର ଠାରୁ କମ୍ ନୁହଁ ା