STORYMIRROR
କେତେ ସ୍ମୃତି...
କେତେ ସ୍ମୃତି...
କେତେ ସ୍ମୃତି...
“
କେତେ ସ୍ମୃତି ଅନୁଭୂତି ସ୍ନେହ ପ୍ରେମ ମାନ ଅଭିମାନକୁ ସାଉଣ୍ଟୁ ସାଉଣ୍ଟୁ ଡିସେମ୍ବର ମାସର ଅନ୍ତିମ ଦିନରେ ପହଂଚି, ନୂତନ ବର୍ଷକୁ ଅପେକ୍ଷା କରିଥିବା ଆମ "ଷ୍ଟୋରୀମୀରର ପରିବାର"ନୂତନ ଆଶା କିରଣ ଉଦ୍ଦୀପନା ସହ ସ୍ନେହ ପ୍ରେମ ଏକତାରେ ବାନ୍ଧି ହୋଇଯାଇ ଭାଷା ସାହିତ୍ୟ ସଂସ୍କୃତିକୁ ମଜଭୁତ କରୁ ବିଭିନ୍ନ ଭାଷାର ପ୍ରତିଭା ମାନଙ୍କୁ ଏକଜୁଟ କରି ପ୍ରେମର ବନ୍ଧନରେ ବାନ୍ଧି ହୋଇଯାଇ ବିଶ୍ୱ ଦରବାରରେ ସୁନାମ ଅର୍ଜନ କରୁ ଏହା ମୋ ହୃଦୟର ଇଚ୍ଛା ପ୍ରଭୁଙ୍କର ପୟରେ ପାର୍ଥନା l
*ସୁକାନ୍ତି ହୋତା*
”
234
More oriya quote from Sukanti Hotta
Similar oriya quote from Abstract
Download StoryMirror App