STORYMIRROR
କୌଣସି...
କୌଣସି ବ୍ୟକ୍ତି ସହ...
କୌଣସି...
“
କୌଣସି ବ୍ୟକ୍ତି ସହ ମିଳାମିଶା ଓ କଥାବାର୍ତ୍ତା ଦ୍ୱାରା ତାଙ୍କୁ ଜାଣିପାରିବେ ,କାରଣ ବାହାରକୁ ଅନେକ କଠିନ ପ୍ରକୃତି ର ଲାଗନ୍ତି କିନ୍ତୁ ହୃଦୟ ନରମ ଥାଏ l ସେଠି ଥାଏ ସ୍ୱାଭିମାନ ର ପ୍ରଶ୍ନ l
ସ୍ୱାଭିମାନ ଓ ଅହଙ୍କାର ମଧ୍ୟରେ ଗୋଟିଏ ସୂକ୍ଷ୍ମ ପ୍ରଭେଦ ଯାହା ଜଣେ ବୁଝିଲେ ହିଁ ସିଦ୍ଧାନ୍ତ ରେ ପହଞ୍ଚିବ l
”
64
More oriya quote from ଉମା ଶଙ୍କର ମାଝୀ
Similar oriya quote from Abstract
Download StoryMirror App