ସାହିତ୍ୟ ହିଁ ଜୀବନ l
Share with friends
ନିଜେ ପରିଶ୍ରମ ନ କରି ସଫଳତା ଆଶାକରିବା ବୃକ୍ଷ ତଳେ ଶୋଇରହି ମୋ ଖାଇବା ଖାଦ୍ୟ ମୋ ପାଟି ରେ ଆସି ଭରିହୋଇଯିବ ଓ ମୋ ପେଟ ପୁରାହେବ ଏମିତି ଭାବନା ସହ ସମାନ l ** ସୌରଭ **
" ତୁମ ବ୍ୟବହାର ଯେମିତି ହୋଇବ ସେମିତି ତୁମକୁ ଭାବିବି କଟୁ କଥା କହି ମୋତେ ପ୍ରଶ୍ନ କଲେ ମନ୍ଦ କୁ ଭଲ କି କହିବି ? ( ସୌରଭ )