ଉମା ଶଙ୍କର ମାଝୀ
Literary Captain
82
Posts
91
Followers
3
Following

ସାହିତ୍ୟ ହିଁ ଜୀବନ l

Share with friends
Earned badges
See all

ନିଜେ ପରିଶ୍ରମ ନ କରି ସଫଳତା ଆଶାକରିବା ବୃକ୍ଷ ତଳେ ଶୋଇରହି ମୋ ଖାଇବା ଖାଦ୍ୟ ମୋ ପାଟି ରେ ଆସି ଭରିହୋଇଯିବ ଓ ମୋ ପେଟ ପୁରାହେବ ଏମିତି ଭାବନା ସହ ସମାନ l ** ସୌରଭ **

କଠିନ କାର୍ଯ୍ୟ ବି ଅଭ୍ୟାସ ବଳରେ ସହଜ ହୋଇ ଯେ ଥାଏ ସହଜ କାର୍ଯ୍ୟ ବି ଅଳସୁଆ ହେଲେ କଠିନ ଲାଗିଣ ଯାଏ l ( ସୌରଭ )

ଯଦି ଶିଖିବା ମନୋବୃତ୍ତି ଅଛି ତେବେ ଛାତ୍ରୀ ଛାତ୍ରୀ ମାନେ ପ୍ରଶ୍ନ ପଚାରିବା ଶିଖନ୍ତୁ ? (ସୌରଭ)

ଯଦି ତୁମେ ଅନ୍ୟପାଇଁ ବଞ୍ଚୁଛ ଓ ତୁମ ପାଇଁ କାହା କୁ ଖୁସି ମିଳୁଛି ତେବେ ତୁମ ଜୀବନ ସାର୍ଥକ ହେଲା ଧରାଯିବ l

" ତୁମ ବ୍ୟବହାର ଯେମିତି ହୋଇବ ସେମିତି ତୁମକୁ ଭାବିବି କଟୁ କଥା କହି ମୋତେ ପ୍ରଶ୍ନ କଲେ ମନ୍ଦ କୁ ଭଲ କି କହିବି ? ( ସୌରଭ )

ସେ ହେଉଛି ଉତ୍ତମ ଛାତ୍ର ଯିଏ ବଡ଼ ଲୋକ ଙ୍କୁ ସମ୍ମାନ ଦେବା ସହ ଛୋଟ କୁ ମଧ୍ୟ ସ୍ନେହ ବାଣ୍ଟି ଜାଣେ l

ରାଷ୍ଟ୍ର ର ନାୟକ ତାହାକୁ କହିବା ଯା ଜୀବନ ଦେଶ ପାଇଁ, କଥାରେ କାମରେ ଯାହାର ଗୁରୁତ୍ୱ ସର୍ବଦା ରହି ଅଛଇ l

Everybody saying love is life but reality is that love is trust.

କୌଣସି ବ୍ୟକ୍ତି ସହ ମିଳାମିଶା ଓ କଥାବାର୍ତ୍ତା ଦ୍ୱାରା ତାଙ୍କୁ ଜାଣିପାରିବେ ,କାରଣ ବାହାରକୁ ଅନେକ କଠିନ ପ୍ରକୃତି ର ଲାଗନ୍ତି କିନ୍ତୁ ହୃଦୟ ନରମ ଥାଏ l ସେଠି ଥାଏ ସ୍ୱାଭିମାନ ର ପ୍ରଶ୍ନ l ସ୍ୱାଭିମାନ ଓ ଅହଙ୍କାର ମଧ୍ୟରେ ଗୋଟିଏ ସୂକ୍ଷ୍ମ ପ୍ରଭେଦ ଯାହା ଜଣେ ବୁଝିଲେ ହିଁ ସିଦ୍ଧାନ୍ତ ରେ ପହଞ୍ଚିବ l


Feed

Library

Write

Notification
Profile