STORYMIRROR
କାର୍ତ୍ତ...
କାର୍ତ୍ତିକ ମାସ...
କାର୍ତ୍ତିକ...
“
କାର୍ତ୍ତିକ ମାସ ଧର୍ମ ମାସ । ଏଇ ମାସର ପାଞ୍ଚ ଦିନ ବଗ ବି ଆମିଷ ତ୍ୟାଗ କରିଥାଏ। ଆମେ ମଣିଷ ହେଇ ଏଇ ପାଞ୍ଚ ଦିନ କୁ କଣ ଶୁଦ୍ଧ ଭାବେ ମାନି ପାରିବୁନି। ଯେଉଁମାନେ ନୂଆ ପିଢୀ ର ସେମାନେ ବି ଚଉଁରା ପାଖରେ ମୁରୁଜ ଦେଇ ମନ୍ଦିର ଯାଇ କି ଦେଖନ୍ତୁ। ସତ ରେ ଗୋଟିଏ ଭିନ୍ନ ଅନୁଭବ ରେ ମନ ଭରିଯିବ। ---ଲେଖିକା R
”
204
More oriya quote from Reeta aparajeeta Mohanty
Similar oriya quote from Abstract
Download StoryMirror App