STORYMIRROR
କାଳ ଚକ୍ର ରେ...
କାଳ ଚକ୍ର ରେ...
କାଳ ଚକ୍ର ରେ...
“
କାଳ ଚକ୍ର ରେ ଯାତ୍ରା କରିବା କେତେ ଦୂର ସତ ତାହା ତ ଜଣା ନାହିଁ......କିନ୍ତୁ ସ୍ମୃତି ଚକ୍ର ରେ ଯାତ୍ରା କରିବା ଏକ ନିରାଟ ସତ୍ୟ।ସ୍ମୃତି ଚକ୍ର ମନୁଷ୍ୟ କୁ ତାର ହଜିଯାଇଥିବା ଅତୀତ ପୃଷ୍ଠା ରେ ପହଞ୍ଚାଇଦିଏ ଯେଉଁଠି ମଣିଷ ନିଜ ଅଭୁଲା ଅତୀତ ଓ ଅଙ୍ଗେ ନିଭାଉଥିବ ବର୍ତ୍ତମାନ କୁ ପାଏ।
@#ଶାନ୍ତନୁ#@
”
199
More oriya quote from Shantanu Bhoi
Similar oriya quote from Abstract
Download StoryMirror App